ADYA SWARA RA PRATIDHWANI
"ଆଦ୍ୟସ୍ୱରର ପ୍ରତିଧ୍ୱନି" କବିତା ସଂକଳନ, ଆଧୁନିକ ସମାଜକୁ ନବ ସାହିତ୍ୟିକ ମାନଙ୍କର ଏକ ଭାବସ୍ପର୍ଶୀ ଅବଦାନ । ଏହାର ପ୍ରତିଟି ପୃଷ୍ଠାକୁ ନିଜ ଉତ୍କୃଷ୍ଟ ତଥା ମନୋରମ ଲେଖନୀ ଚାଳନା ଦ୍ୱାରା ଉଦବୁଦ୍ଧ କରିଥିବା କବି ଓ କବୟିତ୍ରୀ ଗଣ ହେଉଛନ୍ତି....
• ଶ୍ରୀମତୀ ସୁଜାତା ମହାପାତ୍ର • ଶ୍ରୀଯୁକ୍ତ ଏକଲବ୍ୟ ନାଏକ • ଶ୍ରୀମାନ ଜ୍ଞାନ ରଞ୍ଜନ କର • ଶ୍ରୀମାନ ସାରଦା ପ୍ରସନ୍ନ ନାୟକ • ଶ୍ରୀଯୁକ୍ତ ସମ୍ବିତ ଶ୍ରୀକୁମାର • ଶ୍ରୀମତୀ ଉମାରାଣୀ ପାଢ଼ୀ • ଶ୍ରୀଯୁକ୍ତ ଅକ୍ଷୟ କୁମାର ପାଣିଗ୍ରାହୀ • ଶ୍ରୀମତୀ ଅରୁନ୍ଧତୀ ଜେନା • ଶ୍ରୀମାନ ସତ୍ୟଜିତ୍ ଦାସ • ସୁଶ୍ରୀ ସୁପ୍ରଭା ମହାନ୍ତି • ଶ୍ରୀମତୀ ଜି ସନ୍ତୋଷୀ • ଶ୍ରୀମତୀ ପଲ୍ଲବୀ ବାରିକ • ଶ୍ରୀମାନ ମୁକ୍ତିକାନ୍ତ ଦାସ • ଶ୍ରୀମତୀ ଗଙ୍ଗୋତ୍ରୀ ପ୍ରିୟଦର୍ଶିନୀ • ଶ୍ରୀମାନ ଶିବାଶିଷ୍ ପାତ୍ର • ଶ୍ରୀମାନ ନିତ୍ୟାନନ୍ଦ ସାହୁ • ଶ୍ରୀମତୀ ସଞ୍ଜିତା ପ୍ରଧାନ • ଶ୍ରୀଯୁକ୍ତ ନାରାୟଣ ସେଠୀ • ଶ୍ରୀମତୀ ଅମ୍ବୁଜା ମହାନ୍ତି • ସୁଶ୍ରୀ ଶ୍ରୀୟା • ଶ୍ରୀମାନ ଅଭିଷେକ ତ୍ରିପାଠୀ
Compiler
Abhisek Tripathy
ISBN
9788194795032Publication House
Spectrum Of Thoughts